ସୁସ୍ଥ ଶରୀର ପାଇଁ ଦିନକୁ କେତେ ପାଣି ପିଇବେ? | Daily Water Intake in Odia | Dr Manas Ranjan Pradhan
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଦିନକୁ କେତେ ପାଣି ପିଇବେ ଏନେଇ ଅଧିକାଂଶ ଲୋକଙ୍କର ପ୍ରଶ୍ନ ଥାଏ। ଆମେ ସମସ୍ତେ ଜାଣିଛେ ସୁସ୍ଥ ଶରୀର ପାଇଁ ପ୍ରଚୁର ପାଣି ପିଇବା ନିହାତି ଜରୁରୀ।ହେଲେ ଅଧିକାଂଶ ଲୋକ ଏହି ପ୍ରଚୁର ପାଣିର ପରିମାଣଟା ଜାଣି ନଥାଆନ୍ତି। ଫଳରେ ସେମାନେ ଅଧିକରୁ ଅଧିକ ପାଣି ପିଇଥାଆନ୍ତି।ତେବେ ସୁସ୍ଥ ଶରୀର ଓ କିଡ୍ନିକୁ ସୁସ୍ଥ ରଖିବା ପାଇଁ ଜଣେ ବ୍ୟକ୍ତି ଦିନକୁ କେତେ ପାଣି ପିଇବା ଆବଶ୍ୟକ?। ସେନେଇ ବିଶିଷ୍ଟ କିଡ୍ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଏବିଷୟରେ ବିସ୍ତୃତ ଭାବେ ଜାଣିବା। We know that drinking plenty of water is essential for a healthy body, but exactly how much water does a person need to drink per day? Let us know more from Dr Manas Ranjan Pradhan, a Urologist.