ବ୍ରେକ୍ଅପ୍ ପରେ ନିଜକୁ କେମିତି ସମ୍ଭାଳିବେ? | How to Get Over a Relationship Breakup? | Dr Samrat Kar
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ପ୍ରେମରେ ପ୍ରତାରଣା ପାଇଲେ କିମ୍ବା ପ୍ରେମରେ ବିଫଳତା ହେଲେ ବ୍ୟକ୍ତି ନିଜକୁ ସମ୍ଭାଳିବା କଷ୍ଟକର ହୋଇପଡ଼େ। ତା’କୁ ତା’ର ଜୀବନ ରଙ୍ଗହୀନ ଭଳି ମନେ ହୁଏ। କେହି କେହି ଏହାକୁ ଭୁଲି ଆଗକୁ ବଢ଼ିଥାଆନ୍ତି ତ କେହି କେହି ଏହାକୁ ଭାବି ଭାବି ଅବସାଦର ଶିକାର ହୋଇଥାଆନ୍ତି। ଆସନ୍ତୁ ଏଭଳି ପରିସ୍ଥିତିରେ ନିଜକୁ କେମିତି ସମ୍ଭାଳିବେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଅଧିକ ଜାଣିବା। Not all Breakups are the same. Some are unexpected while some are mutual. While some people move on easily others face a very difficult time getting over it. It can impact their mental health severely. Let's find out how you can deal with a breakup from Dr Samrat Kar, a Psychiatrist.