ରୁପି ଯୋଗୁଁ କେଶ ଝଡ଼ିଥାଏ କି? | Can Dandruff cause Hair Loss in Odia | Dr Manas Ranjan Puhan
About this video
ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ରୁପି ଏକ ସାଧାରଣ ସମସ୍ୟା ଭାବେ ଦେଖିବାକୁ ମିଳୁଛି। ଏହାକୁ ନେଇ ଅନେକ ଚିନ୍ତିତ ମଧ୍ୟ। ହେଲେ ଅଧିକାଂଶ ଲୋକଙ୍କର ଧାରଣା ଥାଏ ଯେ, ରୁପି ଯୋଗୁଁ କେଶ ଝଡ଼ିଥାଏ। ତେବେ ଏହା କେତେ ସତ? ଆସନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣଙ୍କଠାରୁ ଏବିଷୟରେ ଅଧିକ ଜାଣିବା। Dandruff is a common problem in both men and women. Many are also worried about this. However, most people have the idea that Dandruff is the main cause of hair loss. So is it true? Let's know more from Dr Manas Ranjan Puhan, a Dermatologist.