ଟିକା ନେବା ପରେ ବି ମାସ୍କ ପିନ୍ଧିବା ଜରୁରୀ । Dr Jayanta Kumar Panda on Vaccination & Double Mask in Odia
About this video
କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତଧାରଣା ରହିଛି। କିଏ ଟିକା ନେବେ ବା କିଏ ନେବେନି, ଗୋଟେ ଡୋଜ୍ ଟିକା ନେବାର କେତେ ଦିନ ପରେ ଆଉ ଗୋଟେ ଡୋଜ୍ ଟିକା ନେବେ? ଏନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ଏସମସ୍ତ ପ୍ରଶ୍ନକୁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ କୁମାର ପଣ୍ଡା।