ବ୍ରୋଙ୍କାଇଟିସ୍‌: କାରଣ, ଲକ୍ଷଣ ଓ ଚିକିତ୍ସା | Bronchitis in Odia | Dr Bijaya Kumar Meher

Dr Bijaya Kumar Meher19 September 202311:1077K views

About this video

ବ୍ରୋଙ୍କାଇଟିସ୍ ହେଉଛି ଏକ ପ୍ରକାର ସମସ୍ୟା, ଯେଉଁଥିରେ ଫୁସ୍‌ଫୁସ୍‌ର ବାୟୁପଥରେ (ବ୍ରୋଙ୍କିଆଲ) ପ୍ରଦାହ ହୋଇ କାଶ, କଫ ହୋଇଥାଏ। ଆସନ୍ତୁ ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ମେହେରଙ୍କଠାରୁ ବ୍ରୋଙ୍କାଇଟିସ୍‌ ବିଷୟରେ ଅଧିକ ଜାଣିବା।