ଆଣ୍ଠୁଗଣ୍ଠି ବିନ୍ଧା ହେଉଛି କି? | Knee Pain in Odia | Anthu Bindha Treatment | Dr Aurobinda Das

Dr Aurobinda Das6 April 202311:3625K views

About this video

ବୟସ ବଢ଼ିଲେ କିମ୍ବା ଅନ୍ୟ କୌଣସି କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା ହୋଇପାରେ। ଯଦି ଏହି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହେ ଓ ଏହା ବ୍ୟକ୍ତିଙ୍କ ଜୀବନଶୈଳୀକୁ ପ୍ରଭାବିତ କରେ ତେବେ ଆଣ୍ଠୁ ପ୍ରତିରୋପଣ କରିବାକୁ ପଡ଼ିଥାଏ। ଆସନ୍ତୁ ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।