ସର୍ଭାଇକାଲ କ୍ୟାନ୍ସର: ଚିକିତ୍ସା କ’ଣ?| Cervical Cancer: How to Treat? in Odia | Dr Sachin Sekhar Biswal
About this video
ସର୍ଭାଇକାଲ କ୍ୟାନ୍ସରର ଲକ୍ଷଣକୁ ଆଗୁଆ ଚିହ୍ନିପାରିଲେ ଏହାର ଚିକିତ୍ସା ସହଜରେ ହୋଇଥାଏ ଏବଂ ସୁସ୍ଥ ହେବାର ସମ୍ଭାବନା ଅଧିକ। ଆସନ୍ତୁ, ସର୍ଭାଇକାଲ କ୍ୟାନ୍ସରର ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସଚିନ୍ ଶେଖର ବିଶ୍ୱାଳଙ୍କଠାରୁ।