ଛୋଟ ପିଲାଙ୍କଠାରେ ହାର୍ନିଆ – କେମିତି ହୁଏ ଚିକିତ୍ସା? | Hernia in Children, in Odia | Dr Banoj Kumar Ray

Dr Banoj Kumar Ray31 January 202310:5410.0K views

About this video

ଯେକୌଣସି ବୟସରେ ହାର୍ନିଆ ହୋଇପାରେ। ଛୋଟ ପିଲାଙ୍କଠାରେ ମଧ୍ୟ ହାର୍ନିଆ ହୋଇପାରେ। ଛୋଟ ପିଲାଙ୍କଠାରେ ହାର୍ନିଆ ହେବାର କାରଣ ଓ ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବନୋଜ କୁମାର ରାୟଙ୍କଠାରୁ ଆସନ୍ତୁ ଜାଣିବା।