ଅଧିକ ଷ୍ଟ୍ରେସ୍ରେ ରହୁଛନ୍ତି କି? | Stress Management in Odia | Dr Swayam Prava Baral
About this video
ଜଣେ ବ୍ୟକ୍ତି ଜୀବନରେ କେବେ ନା କେବେ ଷ୍ଟ୍ରେସ୍ର ସମ୍ମୁଖୀନ ହୋଇଥାଆନ୍ତି। ମାନସିକ ଚାପ ହେଉଛି ଏକ ଭାବନା ଯାହା କୌଣସି ଘଟଣା କିମ୍ବା ଚିନ୍ତାଧାରାରୁ ସୃଷ୍ଟି ହୋଇଥାଏ। ଏହା ଅତ୍ୟନ୍ତ ସାଧାରଣ, କିନ୍ତୁ ଦୀର୍ଘ ସମୟ ଧରି ଚାପ ଅନୁଭବ କରିବା ଜଣେ ବ୍ୟକ୍ତି ପାଇଁ କ୍ଷତିକାରକ ହୋଇପାରେ। ତେବେ ଷ୍ଟ୍ରେସ୍କୁ ପରିଚାଳନା କିପରି କରିବେ? ଏନେଇ ଆସନ୍ତୁ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱୟଂ ପ୍ରଭା ବରାଳ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।