କିଡନି ଷ୍ଟୋନ୍ – କାରଣ, ଲକ୍ଷଣ ଓ ଚିକିତ୍ସା | Dr Biswajit Nanda on Kidney Stone, Symptoms & Treatment
About this video
ଆମ ଶରୀରର ଅଦରକାରୀ ପଦାର୍ଥକୁ ପରିସ୍ରା ଆକାରରେ ବାହାରକୁ ନିଷ୍କାସିତ କରିବା କିଡନିର ମୁଖ୍ୟ କାର୍ଯ୍ୟ। ଅନେକ ସମୟରେ କିଡନି କିମ୍ବା ପରିସ୍ରା ପଥରେ ଅଦରକାରୀ ପଦାର୍ଥଗୁଡ଼ିକ ଜମାଟ ବାନ୍ଧି ପଥର ଆକାର ନେଇଥାଏ। ଏହାକୁ ଆମେ ସାଧାରଣରେ କିଡନି ଷ୍ଟୋନ୍ ବୋଲି କହିଥାଉ। ତେବେ କାହିଁକି ଏହି କିଡନି ଷ୍ଟୋନ୍ ହୋଇଥାଏ? କିଡନି ଷ୍ଟୋନକୁ ଚିହ୍ନିବା କେମିତି ଓ ଏହାର ଚିକିତ୍ସା କିପରି କରିବା? ଏନେଇ ବିଶିଷ୍ଟ ୟୁରୋଲୋଜିଷ୍ଟି ଡାକ୍ତର ବିଶ୍ୱଜିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।