କୋଭିଡ୍-୧୯: ଡାଏବେଟିସ୍ ରୋଗୀଙ୍କ କେମିତି ନେବେ ଯତ୍ନ? | Dr Alok Kanungo on Diabetes & COVID-19
About this video
କରୋନା ଭୂତାଣୁ ବା କୋଭିଡ୍-୧୯ ଡାଏବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ। ଡାଏବେଟିସ୍ ରୋଗୀ କରୋନା ଭୂତାଣୁରେ ସଂକ୍ରମଣ ହେଲେ ଏହା ଶରୀରର ରକ୍ତଶର୍କରା ସ୍ତରକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଭଳି ପରିସ୍ଥିତିରେ ଅବସ୍ଥା ଜଟିଳ ହୋଇପାରେ। ଅନ୍ୟପକ୍ଷରେ କୋଭିଡ୍-୧୯ ଏବଂ ଶୀତ ଦିନକୁ ଦୃଷ୍ଟିରେ ରଖିଲେ, ଡାଏବେଟିସ୍ ରୋଗୀଙ୍କ ଯତ୍ନ ନେବା ନିହାତି ଦରକାର। ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ କରୋନା ବେଳେ ଡାଏବେଟିସ ରୋଗୀଙ୍କ ଯତ୍ନ ବିଷୟରେ ଜାଣିବା। Coronavirus is very harmful to diabetes patient. When a Diabetes patient infected with coronavirus, it is badly affect blood sugar levels in our body. In that case, the situation could be complicated. Learn about the winter care of diabetics during covid pandemic from Dr Alok Kanungo, a senior diabetologist.