ଗର୍ଭଧାରଣ ପ୍ଲାନ୍‌ କରିବା ପୂର୍ବରୁ କ'ଣ କରିବେ? | How to prepare for Pregnancy? in Odia | Dr Shibani Devi

Dr Shibani Devi24 August 20248:5011K views

About this video

ଗର୍ଭଧାରଣ ସବୁବେଳେପ୍ଲାନ୍‌ କରିବା ଜରୁରୀ।ଏହାଦ୍ବାରା ଗର୍ଭଜନିତ ଜଟିଳତାକୁ ଏଡ଼ାଇ ଦିଆଯାଇ ପାରିବ। ପ୍ରସବସରଳ ଓ ସହଜ ହୋଇପାରିବ। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଶୀବାନି ଦେବୀଙ୍କଠାରୁଏ ବିଷୟରେ ଅଧିକଜାଣିବା।