ପିଲା ରାହା ଧରି କାନ୍ଦୁଛି କି? | Excessive Crying In Infants (in Odia) | Dr Kanhu Panda
About this video
ଅଧିକାଂଶ ସମୟରେ ନବଜାତ ଶିଶୁ ରାହା ଧରି କାନ୍ଦନ୍ତି। ବେଳେ ବେଳେ ଏତେ କାନ୍ଦି ଥାଆନ୍ତି, ଯେ ପିଲାକୁ ବୁଝାଇଲେ ମଧ୍ୟ ପିଲା ତୁନି ହୋଇନଥାଆନ୍ତି। ତେବେ ଏହାର କାରଣ କ’ଣ? ଏନେଇ ବିସ୍ତୃତ ଭାବରେ କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା, ଆସନ୍ତୁ ଜାଣିବା। It is generally natural for babies to cry but it can get worrisome if their crying is excessive and non-stop. You might wonder why your baby is crying so much? It is also important to know when you should worry about your baby crying in the first place. Let’s know more from Dr Kanhu Panda, Paediatrician.