ଖାଦ୍ୟରେ କେତେ ତେଲ ଖାଇବେ? | Oily Foods Effect on Health in Odia | Dr Sambit Das
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ସୁସ୍ଥ ଶରୀର ପାଇଁ ଖାଦ୍ୟପେୟର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେହିପରି ଖାଦ୍ୟରେ କେଉଁ ତେଲ ଓ କେତେ ପରିମାଣର ତେଲ ବ୍ୟବହାର କରୁଛନ୍ତି, ତାହା ମଧ୍ୟ ଜରୁରୀ। ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସମ୍ବିତ ଦାଶ କ’ଣ କହୁଛନ୍ତି, ଜାଣିବା। The role of diet is very important for a healthy body. Similarly, which type of oil and how much oil you are using in the food is also important. How much oil should be in a meal? Let's know more from Dr Sambit Das, a Diabetologist.