ତାତିରୁ କିପରି ପାଇବେ ରକ୍ଷା? | How To Stay Safe in Extreme Heat? (in Odia) | Prof Dr Srikant Kumar Dhar
About this video
ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଲାଣି। ତାପମାତ୍ରା, ପ୍ରଖର ସୂର୍ଯ୍ୟକିରଣ ପ୍ରଭାବ ଯୋଗୁଁ ଅଂଶୁଘାତ ହେବାର ଆଶଙ୍କା ରହିଛି। କେମିତି ଅଂଶୁଘାତରୁ ନିଜକୁ ରକ୍ଷା କରିବେ? ଖରାକୁ ବାହାରିବା ପୂର୍ବରୁ କ’ଣ ସବୁ ସାଧାନତା ଅବଲମ୍ବନ କରିବେ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଅଧିକ ଜାଣିବା।