ଅସମୟରେ କେଶ ପାଚେ କାହିଁକି?| White Hair / Premature Grey Hair, in Odia | Dr Hara Prasanna Tripathy

Dr Hara Prasanna Tripathy26 August 20239:3247K views

About this video

ଆଜିକାଲି ଅସମୟରେ କେଶ ପାଚିବା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ୨୦ ବର୍ଷ ବୟସରେ ବି କେଶ ପାଚିବା ସମସ୍ୟା ଦେଖାଦେଉଛି। ଏହାର ବିଭିନ୍ନ କାରଣ ହୋଇପାରେ। ଏ ବିଷୟରେ ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ହର ପ୍ରସନ୍ନ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।