କେମିତି ବ୍ୟାପୁଛି କରୋନା ଭାଇରସ?, ଏହାର ଲକ୍ଷଣ ଓ ଚିକିତ୍ସା | Dr. Niroj Kumar Mishra on COVID-19
About this video
ଲକ୍ଡାଉନ୍ ଖୋଲିବା ପରେ କରୋନା ଭାଇରସ୍ ସଂକ୍ରମଣରୁ କେମିତି ରହିବେ ସୁରକ୍ଷିତ? ଜଣାଶୁଣା ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଜାଣିବା ମାରାତ୍ମକ କରୋନା ଭାଇରସ ସଂକ୍ରମଣରୁ କେମିତି ନିଜକୁ ସୁରକ୍ଷିତ ରଖିବା? How to keep away from COVID-19 infection after lockdown, in Odia? ଏହି ଭିଡିଓରେ ଯେଉଁସବୁ ପ୍ରଶ୍ନର ଉତ୍ତର ରହିଛି ସେଗୁଡ଼ିକ ହେଲା: • ଅଫିସ, ସ୍କୁଲ୍, ବଜାର ଓ ଅନ୍ୟ ସ୍ଥାନରେ କେମିତି ଜଗିବା ସାମାଜିକ ଦୂରତା? • କରୋନା ସମୟରେ କେମିତି ରହିବେ ଫିଟ୍? This story, published on Odia digital health and wellness platform ‘Swasthya Plus’, is based on the interview with Dr Niroj Mishra, renowned medicine specialist who is giving medical advices on how to keep away from COVID-19 infection even after the lockdown. Odia health tips. ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!