ପିଲାଙ୍କ ପାଇଁ ଖେଳର ଗୁରୁତ୍ୱ? | Why Sport is important for Children in Odia | Sambit Nanda
About this video
ପାଠ ଭଳି ପିଲାଙ୍କ ପାଇଁ ଖେଳ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଖେଳିବା ଦ୍ୱାରା ସେମାନଙ୍କର ଶାରୀରିକ ତଥା ମାନସିକ ସୁସ୍ଥତା ବଜାୟ ରହେ। ଖେଳର ଗୁରୁତ୍ୱ ବିଷୟରେ ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Sport has many benefits for children. Sport for children is important as it offers a wide range of physical, emotional, and social benefits. Find out more from Sambit Nanda, a Psychologist.