ଡେଙ୍ଗୁ ହେଲେ ପ୍ଲେଟଲେଟ୍ କାହିଁକି କମିଯାଏ? | How Does Dengue Affect Platelet Count? | Dr Maysa Soren

Dr Maysa Soren25 November 20215:5610K views

About this video

ଡେଙ୍ଗୁ ଜ୍ଵର ଏକ ଭୂତାଣୁ ଜନିତ ରୋଗ। ଏଡିସ୍ ମଶା କାମୁଡ଼ିବା ଦ୍ଵାରା ଡେଙ୍ଗୁ ଜ୍ଵର ହୋଇଥାଏ। ତେବେ ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟଲେଟ୍ କାହିଁକି କମିଯାଏ? ଏହାର ଚିକିତ୍ସାରେ ରୋଗୀଙ୍କୁ କେମିତି ଦିଆଯାଏ ପ୍ଲେଟଲେଟ୍? ଏବିଷୟରେ ସବିଶେଷ ତଥ୍ୟ ଦେଉଛନ୍ତି ରାଉରକେଲା ସରକାରୀ ଡାକ୍ତରଖାନାର ବ୍ଲଡ୍ ବ୍ୟାଙ୍କ୍ ଅଫିସର ଡାକ୍ତର ମାଏସା ସୋରେନ୍।