ମଧୁମେହ ରୋଗୀଙ୍କ ପାଦ ସମସ୍ୟା | Diabetes Foot Problems in Odia | Dr Ankita Tiwari
About this video
ମଧୁମେହ ରୋଗୀଙ୍କର ରକ୍ତରେ ଶର୍କରାର ପରିମାଣ ଅଧିକ ରହୁଥିବାରୁ ଅନେକ ସମୟରେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ। ତେବେ ମଧୁମେହ ରୋଗୀଙ୍କ ପାଦ ସମସ୍ୟା ଥିଲେ ଏହାର ଚିକିତ୍ସା କେମିତି ହୁଏ ଓ ସେମାନେ ନିଜ ପାଦର ଯତ୍ନ କିପରି ନେବେ? ଆସନ୍ତୁ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରି କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।