ପାକସ୍ଥଳୀ କର୍କଟ - କାରଣ, ଲକ୍ଷଣ, ଚିକିତ୍ସା, ନିରାକରଣ | Dr Sangram Keshari Panda on Stomach Cancer in Odia
About this video
ଆମ ଶରୀରର କୋଷଗୁଡ଼ିକ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଲେ ଏହା କ୍ୟାନସର ବା କର୍କଟ ରୋଗର ରୂପ ନେଇଥାଏ। ଶରୀରର ଯେକୌଣସି ସ୍ଥାନରେ କୋଷଗୁଡ଼ିକ ବୃଦ୍ଧି ପାଇଲେ ଉକ୍ତ ଅଙ୍ଗର କ୍ୟାନସର ବୋଲି କୁହାଯାଏ। ଏହିଭଳି ଭାବେ ପାକସ୍ଥଳୀର ଯେକୌଣସି ଭାଗରେ କର୍କଟ ରୋଗ ହେଲେ ତାହାକୁ ପାକସ୍ଥଳୀ କର୍କଟ କୁହାଯାଏ। ତେବେ କାହିଁକି ହୋଇଥାଏ ପାକସ୍ଥଳୀ କର୍କଟ? ଏହାର କାରଣ, ଚିକିତ୍ସା ଏବଂ ନିରାକରଣକୁ ନେଇ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।