ଖରାଦିନେ ତ୍ୱଚାର ଯତ୍ନ: କେମିତି ନେବେ? | Summer Skin Care Tips in Odia | Dr Nibedita Patro
About this video
ଖରାଦିନେ ତ୍ୱଚା ଜନିତ ସମସ୍ୟା ଯେପରିକି ଅତ୍ୟଧିକ ଝାଳ ହେବା, ବ୍ରଣ, ତୈଳିୟ ତ୍ଵଚା ଭଳି ସମସ୍ୟା ହୋଇପାରେ। ତେଣୁ ଖରାଦିନେ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ। ଆସନ୍ତୁ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ନିବେଦିତା ପାତ୍ରଙ୍କଠାରୁ ଜାଣିବା।