ସ୍କୁଲ ବନ୍ଦ ଯୋଗୁଁ ପିଲାଙ୍କ ବୁଦ୍ଧି ବିକାଶରେ ସମସ୍ୟା । Sambit Nanda on COVID-19 Education Disruption
Swasthya Plus Network12 July 202114:241.3K views
About this video
କୋଭିଡ୍ ଯୋଗୁଁ ବର୍ତ୍ତମାନ ଛୋଟ ପିଲାଙ୍କର ସ୍କୁଲ ବନ୍ଦ। ଫଳରେ ସେମାନଙ୍କର ସାମାଜିକ ଚାଲିଚଳନରେ ଅସୁବିଧା ହେଉଛି ଏବଂ ସେମାନଙ୍କର ବୁଦ୍ଧି ବିକାଶରେ ବାଧା ସୃଷ୍ଟି ହେଉଛି। ତେବେ କୋଭିଡ୍ ପିଲାଙ୍କର ମାନସିକ ସ୍ଥିତି ଉପରେ କିଭଳି ପ୍ରଭାବ ପକାଇଛି? ଏଥିରୁ ସେମାନଙ୍କୁ ମୁକୁଳାଇବା କିପରି? ଏନେଇ ବିଶିଷ୍ଟ ମନସ୍ତତ୍ୱବିତ୍ ସମ୍ବିତ ନନ୍ଦ କଣ କହୁଛନ୍ତି ଆସନ୍ତୁ ଜାଣିବା।