ଶୋଇବା ବେଳେ ଗୋଡ଼ ବଥା: କାରଣ କ’ଣ? | Restless Leg Syndrome in Odia | Dr Pradyut Ranjan Bhuyan

Dr Pradyut Ranjan Bhuyan23 September 20236:17183K views

About this video

ରେଷ୍ଟଲେସ୍‌ ଲେଗ୍‌ ସିଣ୍ଡ୍ରୋମ୍‌ ହେଉଛି ଏମିତି ଏକ ସମସ୍ୟା, ଯେଉଁଥିରେ ଦୁଇଗୋଡ଼ ପାଦ ଓ ପେଣ୍ଡାରେ ବିନ୍ଧା ହୋଇଥାଏ, ଖାସ୍‌ କରି ଶୋଇବା ବେଳେ, ବିଶ୍ରାମ କରିଥିବା ବେଳେ ଗୋଡ଼ରେ ବଥା ହୋଇଥାଏ। ଫଳରେ ବ୍ୟକ୍ତି ଅସହଜ ମନେ କରିଥାଆନ୍ତି। ଆସନ୍ତୁ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୂୟାଁଙ୍କଠାରୁ ରେଷ୍ଟ ଲେସ୍‌ ଲେଗ୍‌ ସିଣ୍ଡ୍ରୋମ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।