ଗର୍ଭବତୀ ମହିଳାଙ୍କ ପାଇଁ କୋଭିଡ୍‌ ଟିକା କେତେ ସୁରକ୍ଷିତ? । Odia Vaccine Fact Check – Dr E Venkata Rao

Dr E Venkata Rao27 July 20211:51899 views

About this video

ଏବେ ବି କୋଭିଡ୍‌ ଟିକାକୁ ନେଇ ଅନେକ ଗୁଜବ ରହିଛି। ଯେପରିକି ଗର୍ଭବତୀ ମହିଳା କୋଭିଡ୍‌ ଟିକା ନେଲେ କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖାଦିଏ କି? ଗୋଷ୍ଠୀ ସ୍ୱାସ୍ଥ୍ୟ ବିଭାଗର ପ୍ରଫେସର ଡାକ୍ତର ଇ ଭେଙ୍କେଟ୍‌ ରାଓ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। COVID Vaccination drive is going on across the country to fight against COVID infection, but there are many things related to vaccine and vaccination, about which people have different views. Is it safe for pregnant women to take COVID-19 vaccine? Let's know from Dr E Venkata Rao, Professor of Community Medicine.