ଯୋନିକୁ ସଫା ରଖିବା ପାଇଁ କେଉଁଟି ସର୍ବୋତ୍ତମ? | Best Way to Wash Vagina, in Odia | Dr Rashmi Ranjan Dash

Dr Rashmi Ranjan Dash28 June 20223:1832K views

About this video

ଆପଣ ଜାଣିଛନ୍ତି କି, ଯୋନି ସଫା କରିବା ପାଇଁ ପାଣି ହେଉଛି ସର୍ବୋତ୍ତମ? ମହିଳାମାନେ ଯୋନିକୁ ସଫା କରିବା ପାଇଁ ବିଭିନ୍ନ ରାସାୟନିକ ସମ୍ପୋ, ସାବୁନ୍‌ ଏବଂ ସୁଗନ୍ଧିତ ଓ୍ୱାସ୍‌ର ବ୍ୟବହାର କରିଥାଆନ୍ତି। ହେଲେ ଏହ ଯୋନିର ପିଏଚ୍‌ ସ୍ତରକୁ ଅସନ୍ତୁଳନ କରିପାରେ। ତେବେ ଯୋନି ଏବଂ ଭଲଭାକୁ କିପରି ସଫା କରିବେ? ଆସନ୍ତୁ ଜାଣିବା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମୀ ରଞ୍ଜନ ଦାଶଙ୍କଠାରୁ। Did you know that water is best for cleaning your vagina? You do not need any chemicals or fragranced products to clean your vagina! So, how to clean your vagina and vulva? Let's know more from Dr Rashmi Ranjan Dash, an Obstetrician & Gynaecologist.