ଟାଇଫଏଡ୍ ଜ୍ୱର କାହିଁକି ହୁଏ? | Dr Srikant Kumar Dhar on Typhoid in Odia | Causes & Treatment
About this video
ଟାଇଫଏଡ୍ ଜ୍ୱର ବା ଆନ୍ତ୍ରିକ ଜ୍ୱର ହେଉଛି ଅତି ସାଧାରଣ ରୋଗ। ଆମ ଶରୀରର ଅନ୍ତନଳୀରେ ଏକ ଜୀବାଣୁ ସଂକ୍ରମଣ କାରଣରୁ ଏହି ଜ୍ୱର ସୃଷ୍ଟି ହୋଇଥାଏ। ତେବେ ଟାଇଫଏଡ୍ ଜ୍ୱରକୁ ଠିକ୍ ସମୟରେ ଚିକିତ୍ସା କରାନଗଲେ ଅବସ୍ଥା ସାଙ୍ଘାତିକ ହେବାର ଆଶଙ୍କା ମଧ୍ୟ ରହିଛି। ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶୀକାନ୍ତ କୁମାର ଧରଙ୍କଠାରୁ ଟାଇଫଏଡ୍ ଜ୍ୱରର କାରଣ, ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ବିଷୟରେ ସବୁକିଛି ଜାଣିବା।