ଗର୍ଭାଶୟରେ ଟ୍ୟୁମରକୁ କେମିତି ଚିହ୍ନିବେ? । Dr Chimayee Kar on Uterine Fibroids in Odia | Types & Causes

Dr Chimayee Kar30 May 202114:3136K views

About this video

ମହିଳାଙ୍କ ଗର୍ଭାଶୟରେ ଟ୍ୟୁମର ହେବାକୁ ଫାଇବ୍ରଏଡ୍‌ସ ବୋଲି କୁହାଯାଏ। ତେବେ ଫାଇବ୍ରଏଡ୍ସ ହେବାର କାରଣ କ’ଣ? ଏହାକୁ ଚିହ୍ନିବେ କେମିତି? ଏନେଇ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା।