କୋଭିଡ୍ ସ୍ଥିତିରେ ମାନସିକ ଚାପ । 5 Tips to Protect Your Mental Health during COVID-19 |Dr Swati Mishra
About this video
ଦୀର୍ଘ ଦିନ ଧରି କୋଭିଡ୍-୧୯ ଲାଗି ରହିଥିବାରୁ ଲୋକଙ୍କର ମାନସିକ ଅବସ୍ଥା ଶୋଚନୀୟ। ଲୋକେ ଅଧୈର୍ଯ୍ୟ ହେଲେଣି। ଗୃହବନ୍ଦୀ ହୋଇ ଦୀର୍ଘଦିନ ଧରି ରହିଲେ, ଆମର ପରିଚିତ ସ୍ଵାଭାବିକ ଜୀବନ ଯାତ୍ରାରେ ବାଧା ହେବାରୁ ଲୋକଙ୍କର ଚାପ ବଢ଼ୁଛି। ତେବେ ଏହି ଚାପରୁ କିଭଳି ମୁକୁଳିବା? ଏଭଳି ପରିସ୍ଥିତିରେ କିଭଳି ମୁକାବିଲା କରିବା? ଏନେଇ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ଵାତୀ ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ।