ସବୁବେଳେ ଦୁର୍ବଳ ଲାଗୁଛି କି? | Dr Reshmarani Tripathy on Body Weakness in Odia

Dr Reshmarani Tripathy19 October 20217:2888K views

About this video

ଉଭୟ ଶାରୀରିକ ଓ ମାନସିକ କାରଣ ଯୋଗୁଁ ଦୁର୍ବଳ ଲାଗିଥାଏ। କିନ୍ତୁ, ବେଳେ ବେଳେ ଏହାର କାରଣ କୌଣସି ରୋଗର ହୋଇପାରେ। ତେବେ ଦୁର୍ବଳ ଲାଗିବାର କାରଣ, ଚିକିତ୍ସା ବିଷୟରେ ପାଥୋଲୋଜିଷ୍ଟ ଡାକ୍ତର ରେଶ୍ମାରାଣୀ ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।