କ’ଣ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? । Dr Madhusmita Das on Food for Immunity in Odia

Dr Madhusmita Das4 May 202116:03395K views

About this video

କରୋନାର ଦ୍ୱିତୀୟ ଲହରୀ ପୂର୍ବଅପେକ୍ଷା ବେଶୀ ଭୟାନକ ହେଲାଣି। ଏଥିରୁ ରକ୍ଷା ପାଇବାକୁ ହେଲେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାକୁ ହେବ। ତେବେ କ’ଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।