ପରିସ୍ରା ପୋଡ଼ା: କେମିତି ଭଲ ହେବ? | Urine Infection in Odia | Dr Sumanta Kumar Mishra
About this video
ପରିସ୍ରା ପୋଡ଼ାର ବିଭିନ୍ନ କାରଣ ରହିଛି। ୟୁରିନ୍ ଇନ୍ଫେକ୍ସନ୍ ଛଡ଼ା ପରିସ୍ରାରେ ଜ୍ୱଳାପୋଡ଼ା, କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖାଦିଏ। ତେବେ କାହିଁକି ହୁଏ ୟୁରିନ୍ ଇନ୍ଫେକ୍ସନ୍? ଏହାର ଚିକିତ୍ସା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ର, ଜାଣନ୍ତୁ।