ବନ୍ଦ ନାକ, ଛିଙ୍କ, ଟନ୍‌ସିଲାଇଟିସ୍‌ର ନିରାକରଣ | Ear Nose & Throat Problems | Dr Rabindra Kumar Khatua

Dr Rabindra Kumar Khatua5 January 20218:5137K views

About this video

ଶୀତଦିନେ ସାଧାରଣତଃ ନାକ ବନ୍ଦ ହେବା, ନାକରୁ ପାଣି ଗଡ଼ିବା, ବାରମ୍ବାର ଛିଙ୍କ ହେବା, ମୁଣ୍ଡ ବ୍ୟଥା ହେବା ଓ ଜ୍ୱର ହେବା ଭଳି ଲକ୍ଷଣ ଦେଖାଦିଏ। ଏହାଛଡ଼ା ଟନ୍‌ସିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଦେଖାଦିଏ। ତେବେ ଏହା କାହିଁକି ହୁଏ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ କର୍ଣ୍ଣ ନାଶା ଗଳା (ଇଏନଟି) ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର ଖଟୁଆ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।