ଗର୍ଭବତୀ ମହିଳା କୋଭିଡ୍ ଟିକା ନେବେ ନା ନାହିଁ? Dr Tanushree Rath on COVID-19 Vaccine during Pregnancy
About this video
ଗର୍ଭବତୀ ମହିଳା କୋଭିଡ୍ ଟିକା ନେବେ ନା ନାହିଁ? ଏନେଇ ଅନେକ ମହିଳା ଏବେବି ଦ୍ଵନ୍ଦ୍ଵରେ। ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତନୁଶ୍ରୀ ସନ୍ଦିପ୍ତା ରଥ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Women who are confused regarding COVID vaccination during pregnancy find out what Dr Tanushree Sandipta Rath, a Gynaecologist, and obstetrician has to say