ସ୍କୁଲ ଯିବା ପୂର୍ବରୁ ପିଲାଙ୍କୁ ଏହା ଶିଖାନ୍ତୁ | Early Childhood Learning, in Odia | Sambit Nanda

Sambit Nanda8 April 20259:4114K views

About this video

ପିଲାମାନଙ୍କ ମାନସିକ ତଥା ବୌଦ୍ଧିକ ବିକାଶରେ ପ୍ଲେ ସ୍କୁଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ସ୍କୁଲ ଯିବା ପୂର୍ବରୁ ବାପାମା’ମାନେ ପିଲାମାନଙ୍କୁ କେମିତି ପ୍ରସ୍ତୁତ କରାଇବେ, ଖେଳାଖେଳି ମାଧ୍ୟମରେ ସେମାନଙ୍କୁ ପାଠପଢ଼ା ତଥା ଲେଖାଲେଖି କିପରି ଶିଖାଇବେ? ସେନେଇ ବିଶିଷ୍ଟ ମନସ୍ତତ୍ଵବିତ୍‌ ସମ୍ବିତ ନନ୍ଦ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।