ୟୁରିନାରି ରିଟେନ୍‌ସନ୍‌ (ପରିସ୍ରା ନ ହେବା): କାହିଁକି ହୁଏ? | Urinary Retention in Odia| Dr Jyoti Mohan Tosh

Dr Jyoti Mohan Tosh30 December 202310:095.9K views

About this video

ୟୁରିନାରି ରିଟେନ୍‌ସନ୍‌ ଅର୍ଥ୍ରାତ୍‌ ଖୋଲା ପରିସ୍ରା ନହେବା, ଅଳ୍ପ ଅଳ୍ପ ପରିସ୍ରା ହେବା ବା ବାରମ୍ବାର ପରିସ୍ରା ଯିବା ସତ୍ତ୍ୱେ ପରିସ୍ରା ଖାଲି ନ ହେବା। ଏହା କାହିଁକି ହୁଏ? ଏହାର ଚିକିତ୍ସା କ’ଣ? ଆସନ୍ତୁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଜ୍ୟୋତି ମୋହନ ତୋଶଙ୍କଠାରୁ ଏ ନେଇ ଅଧିକ ଜାଣିବା।