ମେରୁଦଣ୍ଡ ଯନ୍ତ୍ରଣା କାହିଁକି ହୁଏ? | Spinal Problems in Odia | Signs & Treatment | Dr Atmaranjan Dash
About this video
ମେରୁଦଣ୍ଡ ଜନିତ ଯନ୍ତ୍ରଣା ଯେପରିକି ବେକ ବିନ୍ଧା, ଅଣ୍ଟା ବିନ୍ଧା ହେଉଛି ଆଜିକାଲିର ସବୁଠୁ ସାଧାରଣ ସମସ୍ୟା। ବର୍ତ୍ତମାନର ଜୀବନଶୈଳୀ ଓ ଶାରୀରିକ ପରିଶ୍ରମର ଅଭାବ ତଥା ଅନ୍ୟାନ୍ୟ କାରଣ ଯୋଗୁଁ ମେରୁଦଣ୍ଡ ଜନିତ ସମସ୍ୟା ଅଧିକ ଦେଖାଦେଉଛି। ତେବେ ଏହାର ଚିକିତ୍ସା କ’ଣ ଓ ଏହାକୁ ରୋକିବା କିପରି? ସେନେଇ ଆସନ୍ତୁ ବିଶିଷ୍ଟ ନ୍ୟୁରୋ ସ୍ପାଇନ୍ ସର୍ଜନ ଡାକ୍ତର ଆତ୍ମରଞ୍ଜନ ଦାଶ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।