ଆର୍ଥ୍ରାଇଟିସ୍‌: ଏଡ଼ାଇବେ କିପରି? | Arthritis: How to Treat? in Odia | Joint Pain | Dr Shakti Swaroop

Dr Shakti Swaroop18 October 202511:332.1K views

About this video

ଆର୍ଥ୍ରାଇଟିସ୍‌ ବା ଗଣ୍ଠି ଯନ୍ତ୍ରଣା ଆଜିକାଲି ସବୁଠାରୁ ସାଧାରଣ ସମସ୍ୟା। ପୂର୍ବରୁ ଏହା ବୟସ୍କ ଲୋକଙ୍କଠାରେ ଦେଖାଦେଉଥିଲା ହେଲେ ବର୍ତ୍ତମାନ ଅଳ୍ପ ବୟସ ବ୍ୟକ୍ତିଙ୍କଠାରେ ଏହା ଦେଖାଦେଉଛି। ଏହା କାହିଁକି ହେଉଛି ଏବଂ ଏହାକୁ ରୋକିବା କିପରି? ଆସନ୍ତୁ, ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଏନେଇ ଅଧିକ ଜାଣିବା।