କୋଲୋରେକ୍ଟାଲ କ୍ୟାନ୍‌ସର: କାରଣ ଓ ଚିକିତ୍ସା | Colorectal Cancer in Odia | Dr Satyaprakash Ray Choudhury

Dr Satyaprakash Ray Choudhury11 March 202310:106.1K views

About this video

କୋଲୋନ୍‌ରେ ହେଉଥିବା କ୍ୟାନ୍‌ସରକୁ କୋଲୋରେକ୍ଟାଲ କ୍ୟାନ୍‌ସର କୁହାଯାଏ, ଯାହାର କାରଣ ଆମର ଜୀବନଶୈଳୀ, ଜେନେଟିକ୍‌ ଏବଂ ଅନ୍ୟ ବିଭିନ୍ନ କାରଣ ରହିଛି। ଆସନ୍ତୁ କୋଲୋରେକ୍ଟାଲ କ୍ୟାନ୍‌ସରର କାରଣ ଓ ଚିକିତ୍ସା ବିଷୟରେ ଜାଣିବା ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସତ୍ୟପ୍ରକାଶ ରାୟ ଚୌଧୁରୀଙ୍କଠାରୁ।