କାନରୁ ପୁଜ ବାହାରୁଛି କି? କେମିତି ଭଲ ହେବ? | Pus in the Ear / Ear Infection in Odia | Dr Rohit Agrawala

Dr Rohit Agrawala5 September 20239:0848K views

About this video

ସାଧାରଣତଃ କାନରେ ସଂକ୍ରମଣ ହୋଇଥିଲେ, କାନରେ ଆଘାତ ଲାଗିଥିଲେ ବା କୌଣସି ଜିନିଷ କାନ ପରଦାରେ ମାଡ଼ ହୋଇ କାନରୁ ପୁଜ ବାହାରିଥାଏ। ବେଳେ ବେଳେ କାନରୁ ପୁଜ, ପାଣି ତଥା ଗନ୍ଧ ବି କରିଥାଏ। ଏହାର ଚିକିତ୍ସା କ’ଣ? ଏ ବିଷୟରେ କର୍ଣ୍ଣ, ନାଶା, ଗଳା ବିଶେଷଜ୍ଞ ଡାକ୍ତର ରୋହିତ ଅଗ୍ରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।