ଝାଳରେ ତ୍ୱଚା ନାଲି ନାଲି ଫଳିଯାଉଛି କି? | Sweat Dermatitis/ Sweat Rash, in Odia | Dr Monali Pattnaik
About this video
କେତେକ ବ୍ୟକ୍ତିଙ୍କର ଝାଳ ଯୋଗୁଁ ଚର୍ମ କୁଣ୍ଡାଇ ହେବା, ଲାଲ ଫଳିଯିବା, ପୋଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ, ଯାହାକୁ ମେଡିକାଲ ଭାଷାରେ ସ୍ୱେଟ୍ ଡର୍ମାଟାଇଟିସ୍ କୁହାଯାଏ। ଏହି ସମସ୍ୟା ଥିଲେ କେଉଁ ଭଳି ସାବଧାନତା ଅବଲମ୍ବନ କରାଯିବ? ଆସନ୍ତୁ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।