ପିରିୟଡ୍ସ ବେଳେ ଅତ୍ୟଧିକ ଯନ୍ତ୍ରଣା: ଚିକିତ୍ସା କ'ଣ? | Dysmenorrhea, in Odia | Dr Bharat Bhusan
About this video
ପିରିୟଡ୍ସ ବେଳେ ଅସହ୍ୟ ଯନ୍ତ୍ରଣାକୁ ଡିସ୍ମେନୋରିଆ କୁହାଯାଏ।ଏହାର କାରଣ ଭିନ୍ନ ଭିନ୍ନ। ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭରତ ଭୂଷଣଙ୍କଠାରୁ ଏହାର କାରଣ ଏବଂ ଚିକିତ୍ସା ବିଷୟରେ ଜାଣିବା।