କାହିଁକି ହେଉଛି ବ୍ରେନ୍ ଷ୍ଟ୍ରୋକ୍: ଜାଣନ୍ତୁ ଲକ୍ଷଣ | Brain Stroke in Odia | Dr Pradyut Ranjan Bhuyan
About this video
ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କୌଣସି କାରଣରୁ ଏଥିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କର ଶିରା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ପକ୍ଷାଘାତ ହୋଇଥାଏ। ଆସନ୍ତୁ ବିଶିଷ୍ଟସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତରପ୍ରଦ୍ୟୁତ ରଞ୍ଜନ ଭୂୟାଁଙ୍କଠାରୁ ମସ୍ତିଷ୍କାଘାତରକାରଣ, ଲକ୍ଷଣ ଓ ଚିକିତ୍ସାବିଷୟରେ ଜାଣିବା।