ଘରେ ବନାନ୍ତୁ ସେଓ-ଗାଜର-ବିଟ୍ ଜୁସ୍‌ | Radiant Lemonade Juice ​| Odia Healthy Recipe

Odia Healthy Recipe23 July 20212:321.6K views

About this video

ଆଜିକାଲିର ଜୀବନଶୈଳୀ, ଖାଦ୍ୟପେୟ ଯୋଗୁଁ ବର୍ତ୍ତମାନ ଅଧିକାଂଶ ଲୋକ ରୋଗାଗ୍ରସ୍ତ। ଏଭଳି ପରିସ୍ଥିତିରେ ଖାଦ୍ୟପେୟ ପ୍ରତି ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ତେଣୁ, ନିୟମିତ ଖାଦ୍ୟ ତାଲିକାରେ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ ରେଡିଆଣ୍ଟ ଲେମନଏଡ୍‌ ଜୁସ୍‌ ପିଅନ୍ତୁ। ତେବେ, ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ। Diet and nutrition are vital to maintaining good health. Here's how you can make healthy and delicious Radiant Lemonade Juice! This healthy recipe combines the goodness of apples, beetroot, carrots, and lime juice for a powerful drink to help you live well. This #SwasthyaFood video is crafted by home chef Pallabi Sabat.