କଳା ଦାଗ ଓ ବ୍ରଣ ଚିହ୍ନ – କେମିତି କରିବେ ଦୂର? । Dr Manas Ranjan Puhan on Acne Scar in Odia
About this video
ବର୍ତ୍ତମାନ ସମୟରେ କସ୍ମେଟିକ୍ ଏବଂ ଲେଜର ସର୍ଜରିର ଚାହିଦା ବେଶ୍ ବଢ଼ିବାରେ ଲାଗିଛି। ବ୍ରଣ, ବ୍ରଣର ଦାଗ ଯୋଗୁଁ ମୁହଁରେ ହେଉଥିବା ଖାଲ, ଭାତୁଡ଼ିକୁ କସ୍ମେଟିକ୍ ସର୍ଜରି ମାଧ୍ୟମରେ ଚିକିତ୍ସା କରିହୁଏ। ସୌନ୍ଦର୍ଯ୍ୟକୁ ବଢ଼ାଇବା ପାଇଁ ସାଧାରଣତଃ ଏହାର ବ୍ୟବହାର କରାଯାଏ।ତେବେ କସମେଟିକ୍ ଏବଂ ଲେଜର ସର୍ଜରୀ କ’ଣ? କସମେଟିକ୍ ଏବଂ ଲେଜର ସର୍ଜରୀ କାହିଁକି ଦରକାର? ଏନେଇ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।