କ୍ୟାନ୍‌ସର ରୋଗୀଙ୍କ କେଶ କାହିଁକି ଝଡ଼େ? | Chemotherapy & Hairfall in Odia | Dr Subhasis Mishra

Dr Subhasis Mishra25 June 202210:052.5K views

About this video

କେମୋଥେରାପିର ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କେଶ ଝଡ଼ିବା। ହେଲେ ଏହି କେଶ ଝଡ଼ିବା ପ୍ରକ୍ରିୟାକୁ ସମସ୍ତେ ଗ୍ରହଣ କରିପାରନ୍ତି ନାହିଁ। ଏହା ତାଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। ତେଣୁ, କେମୋ ହେତୁ କେଶ ଝଡ଼ିବା ବିଷୟରେ ଆପଣଙ୍କର ଅନେକ ପ୍ରଶ୍ନ ଥାଇପାରେ। ଏନେଇ ଆସନ୍ତୁ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ଶୁଭାସିସ୍‌ ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।