ଆତ୍ମହତ୍ୟା: କେମିତି ରୋକିବା? | Psychiatrist Dr Suvendu Narayan Mishra on Suicide Prevention in Odia

Dr Suvendu Narayan Mishra17 July 202010:431.8K views

About this video

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ ୧୫ରୁ ୨୯ ବର୍ଷର ଯୁବପିଢ଼ି ଆତ୍ମହତ୍ୟାକୁ ଚରମ ସୀମା ଭାବେ ବାଛି ନେଉଛନ୍ତି। ଆତ୍ମହତ୍ୟା କରିବାର ଏକ ମୁଖ୍ୟ କାରଣ ପାଲଟିଛି ମାନସିକ ଚାପ ଏବଂ ଡିପ୍ରେସନ। ତେବେ ଆତ୍ମହତ୍ୟାକୁ କେମିତି ରୋକାଯାଇ ପାରିବା? ଆତ୍ମହତ୍ୟା ପୂର୍ବରୁ କ'ଣ ସବୁ ଲକ୍ଷଣ ଦେଖାଯାଏ? ଆସନ୍ତୁ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଏନେଇ କ'ଣ କହୁଛନ୍ତି। ଆତ୍ମହତ୍ୟା କ'ଣ? କାହିଁକି କରନ୍ତି ଆତ୍ମହତ୍ୟା? ଆତ୍ମହତ୍ୟାର ଲକ୍ଷଣ କେଉଁ ବୟସରେ ଆତ୍ମହତ୍ୟା ଅଧିକ ହେଉଛି? ଆତ୍ମହତ୍ୟା ପ୍ରବଣତାକୁ ରୋକିବା କେମିତି? ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ଦରକାର You'd be surprised to know that someone around the world commits suicide every 40 seconds. Usually, young people between the ages of 15 and 29 choose suicide as the limit. Stress and depression have become major causes of suicide. So how can suicide be prevented? What are all the symptoms before suicide? Let’s find out what eminent psychiatrist Dr. Suvendu Narayan Mishra has to say. What is suicide? Why Someone commits suicide? Symptoms of suicide At what age do suicides increase? How to prevent suicidal tendencies? Need to balance personal and professional life