ପାଇଲ୍ସ କେମିତି କରିବେ ଦୂର? | Piles (Haemorrhoids) in Odia | Signs & Treatment | Dr Biswajit Mohapatra
About this video
ଅର୍ଶ ହେଉଛି ମଳାଶୟ ଓ ମଳଦ୍ୱାରଜନିତ ରୋଗ। କେତେକ ବ୍ୟକ୍ତିଙ୍କର ମଳତ୍ୟାଗ ସମୟରେ କଷ୍ଟ ଅନୁଭବ ହୁଏ, ଝାଡ଼ାରୁ ରକ୍ତ ପଡ଼େ। ଏହାକୁ ଅର୍ଶ କୁହାଯାଇଥାଏ। ତେବେ ଅର୍ଶର ଚିକିତ୍ସା କ’ଣ? ଏହା ଦୂର ହେବ କେମିତି? ଏନେଇ ଆସନ୍ତୁ ବିଶିଷ୍ଟ ଲାପାରୋସ୍କୋପିକ୍ ସର୍ଜନ ଡାକ୍ତର ବିଶ୍ୱଜିତ ମହାପାତ୍ର କ’ଣ କହୁଛନ୍ତି, ଜାଣିବା। Piles are a collection of tissues and veins that become inflamed and swollen. The size of piles can vary, and they are found inside or outside the anus. Let's find out the causes, symptoms, and prevention of Piles from Dr Biswajit Mohapatra, a Laparoscopic Surgeon.