ରୁକ୍ଷ କେଶ ପାଇଁ ଚିନ୍ତିତ କି? | Frizzy Hair: How to Treat? in Odia | Dr Ipsita Debata

Dr Ipsita Debata9 April 202614:24697 views

About this video

କେଶର ଯତ୍ନ ସଠିକ୍‌ ଭାବେ ନ ନେଲେ, ଶରୀରରେ ପ୍ରୋଟିନ୍‌ ଏବଂ ପୋଷଣର ଅଭାବ ଥିଲେ ବା କେଶରେ ନାନା ପ୍ରକାର ହିଟ୍‌ ଷ୍ଟାଇଲିଂ କଲେ କେଶର ଅଗ ଫାଟିଯାଏ ଓ ରୁକ୍ଷ ହୋଇଯାଏ। କେଶର ଯତ୍ନ କିପରି ନେବେ? କ’ଣ କଲେ ଆପଣଙ୍କ କେଶ ସୁସ୍ଥ ରହିବ? ଆସନ୍ତୁ, ତ୍ଵଚା ରୋଗ ବିଶେଷଜ୍ଞ ଡାକ୍ତର ଇପ୍‌ସିତା ଦେବତାଙ୍କଠାରୁ ଏନେଇ ଅଧିକ ଜାଣିବା।