ଶିଶୁର ତରଳ ଝାଡ଼ା ହେଲେ କ’ଣ କରିବେ? | Diarrhoea in Children, in Odia | Dr Ranjit Kumar Joshi
About this video
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଗୋଟିଏ ଦିନରେ ଦୁଇରୁ ତିନି ଥର କିମ୍ବା ତା’ଠାରୁ ଅଧିକ ଥର ପତଳା ଝାଡ଼ା ହେଲେ ଶିଶୁ ଡାଇରିଆ ଶିକାର ହୋଇଥାଆନ୍ତି। ଡାଇରିଆ ହେଲେ ଶିଶୁଙ୍କ ଶରୀରରେ ଜଳୀୟଅଂଶ କମିଯାଏ, ଫଳରେ ଧୀରେ ଧୀରେ ଶିଶୁର ସ୍ୱାସ୍ଥ୍ୟ ଅଧିକ ଖରାପ ହୁଏ। ତେବେ ଶିଶୁଙ୍କର ତରଳ ଝାଡ଼ା ହେଲେ କ’ଣ କରିବେ? ଆସନ୍ତୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଜାଣିବା ସବିଶେଷ ତଥ୍ୟ। Diarrhoea, usually caused by a virus or contaminated food, leads to loose and watery stools that occur more frequently. Diarrhoea is common among children and leads to dehydration and fatigue. What are symptoms of Diarrhoea in children? Let's know more from Dr Ranjit Kumar Joshi, a Paediatrician.